ବିଶିଷ୍ଟ ସାମ୍ବାଦିକ-ସାହିତ୍ୟିକ ତଥା ପରିବେଶବିତ୍ ଅଭୟ ସିଂହଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି। କିଛି ଦିନ ଧରି ଅସୁସ୍ଥ ଥିବା ଶ୍ରୀ ସିଂହଙ୍କର ପୁରୁଣା ଭୁବନେଶ୍ବରର ମହତାବରୋଡସ୍ଥିତ ଆନନ୍ଦାଶ୍ରମ ଜରାନିବାସରେ ପରଲୋକ ହୋଇଛି। ଓଡ଼ିଆ ଫିଚର ସାହିତ୍ୟକୁ ଏକ ନୂଆ ଦିଗ ଦେବାରେ ଶ୍ରୀଯୁକ୍ତ ସିଂହଙ୍କର ଥିଲା ଅନନ୍ୟ ଅବଦାନ। ତାଙ୍କ ସମ୍ପାଦନାରେ ଚେନ୍ନାଇର ‘ଚନ୍ଦାମାମା ପ୍ରକାଶନୀ’ ପକ୍ଷରୁ ପ୍ରକାଶିତ ହେଉଥିବା ମାସିକ ସାଂସ୍କୃତିକ ପତ୍ରିକା ‘ସଚ୍ଚିତ୍ର … Continue reading ବିଶିଷ୍ଟ ସାମ୍ବାଦିକ-ସାହିତ୍ୟିକ ତଥା ପରିବେଶବିତ୍ ଅଭୟ ସିଂହଙ୍କ ଦେହାନ୍ତ